Asaduddin Owaisi: ଇସ୍ରାଏଲୀ ପିଏମଙ୍କ ଉପରେ ବର୍ଷିଲେ ଓୱେସି, କହିଲେ- ନେତାନ୍ୟାହୁ ବିଶ୍ୱର ସବୁଠାରୁ ବଡ଼ ଗୁଣ୍ଡା, ଆଲ୍ଲା ଦେଖିନେବେ

Asaduddin Owaisi On Netanyahu: ହାଇଦ୍ରାବାଦ ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ଶନିବାର ଦିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉପରେ ବର୍ଷିଛନ୍ତି। ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ସବୁଠାରୁ ବଡ଼ ଗୁଣ୍ଡା ବୋଲି କହି ଆଲ୍ଲା ତାଙ୍କୁ ଦେଖିନେବେ ବୋଲି କହିଛନ୍ତି।

Asaduddin Owaisi: ଇସ୍ରାଏଲୀ ପିଏମଙ୍କ ଉପରେ ବର୍ଷିଲେ ଓୱେସି, କହିଲେ- ନେତାନ୍ୟାହୁ ବିଶ୍ୱର ସବୁଠାରୁ ବଡ଼ ଗୁଣ୍ଡା, ଆଲ୍ଲା ଦେଖିନେବେ
Image Credit: Asaduddin Owaisi On Netanyahu

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More