Delhi Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣର କୁପ୍ରଭାବ: ଶ୍ଵାସରୋଗୀଙ୍କ ସଂଖ୍ୟା ବଢିଲା ୩୦ ପ୍ରତିଶତ

ନୂଆଦିଲ୍ଲୀ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧୂକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ଵାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ଓ ଶବ୍ଦ ପ୍ରଦୂଷଣ

Delhi Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣର କୁପ୍ରଭାବ:  ଶ୍ଵାସରୋଗୀଙ୍କ ସଂଖ୍ୟା ବଢିଲା ୩୦ ପ୍ରତିଶତ

About the Author