ଲକ୍ ଡାଉନ୍ ବୃଦ୍ଧି ପରେ ଟିକେଟ ଟଙ୍କା ଫେରାଇବନି ବିମାନ କମ୍ପାନୀ, କିନ୍ତୁ....

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ବୁକ୍ ହୋଇଥିବା ଟିକେଟ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ, ବିମାନ କମ୍ପାନୀ ଗ୍ରାହକମାନଙ୍କୁ ପରିବର୍ତ୍ତିତ ତାରିଖରେ ଟିକେଟ ବୁକ୍ କରିବାକୁ ଅନୁମତି ଦେଇଥିଲା । ତେବେ ଏୟାର ଇଣ୍ଡିଆ ବ୍ୟତୀତ ଅଧିକାଂଶ ବିମାନ କମ୍ପାନୀ ଏପ୍ରିଲ ୧୪ ପରେ ଘରୋଇ ବିମାନ ବୁକ୍ ଜାରି ରଖିଥିଲେ ।

ଲକ୍ ଡାଉନ୍ ବୃଦ୍ଧି ପରେ ଟିକେଟ ଟଙ୍କା ଫେରାଇବନି ବିମାନ କମ୍ପାନୀ, କିନ୍ତୁ....

About the Author