LAC ସ୍ଥିତି ଉପରେ ଡୋଭାଲଙ୍କ ନଜର

ଲଦାଖରେ ସୀମା ବିବାଦକୁ ନେଇ ପୁଣି ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗତ ୨୮ ଓ ୨୯ ତାରିଖରେ ସୀମାରେ ଉଭୟ ଭାରତ ଓ ଚୀନୀ ସେନାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ତେବେ ଏହି ବିବାଦର ସମାଧାନ ପାଇଁ ଆଜି ସକାଳ ୧୦ଟା ଠାରୁ ଚୁଶୁଲ ଠାରେ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଆଉ ଏହା ଉପରେ ନଜର ଜାତୀୟ ସୁରକ୍ଷା ପରାମର୍ଶ

LAC ସ୍ଥିତି ଉପରେ ଡୋଭାଲଙ୍କ ନଜର

About the Author