Haryana ADGP Death Case: ମୃତ ଏଡିଜିପିଙ୍କ ଘରୁ ମିଳି ୮ ପୃଷ୍ଠାର ନୋଟ: ଅତ୍ୟଧିକ ମାନସିକ ଚାପ ଓ ବିବାଦରୁ ମୁକ୍ତି ପାଇଁ ଆତ୍ମହତ୍ୟା !

ହରିୟାଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ୱାଇ. ପୁରନ କୁମାରଙ୍କ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଅକ୍ଟୋବର ୭ ତାରିଖ ଦିନ ମଧ୍ୟାହ୍ନ ସମୟରେ ବରିଷ୍ଠ ପୋଲିସ ଅଧିକାରୀ ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ପୋଲିସ ଏବେ ତାଙ୍କ ନିକଟରୁ ଏକ ଇଚ୍ଛାପତ୍ର ଏବଂ ଆଠ ପୃଷ୍ଠା ସମ୍ବଳିତ ଏକ ନୋଟ୍ ଜବତ କରିଥିବା ଜଣାପଡ଼ିଛି।

Haryana ADGP Death Case: ମୃତ ଏଡିଜିପିଙ୍କ ଘରୁ ମିଳି ୮ ପୃଷ୍ଠାର ନୋଟ: ଅତ୍ୟଧିକ ମାନସିକ ଚାପ ଓ ବିବାଦରୁ ମୁକ୍ତି ପାଇଁ ଆତ୍ମହତ୍ୟା !

About the Author