ଏହି ଏନକାଉଣ୍ଟରରେ ପୋଲିସ ଏବଂ ସିଆରପିଏଫ ସାମିଲ ହୋଇଥିଲେ ।
Trending Photos
)
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଶ୍ରୀନଗରରେ ଏନକାଉଣ୍ଟର । ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଏହି ଏନକାଉଣ୍ଟରରେ ପୋଲିସ ଏବଂ ସିଆରପିଏଫ ସାମିଲ ହୋଇଥିଲେ । ଅନ୍ୟପଟେ ଶ୍ରୀନଗରରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି ।
Jammu and Kashmir: An encounter broke out between terrorists and security forces in Nawakadal area of Srinagar on the intervening night of 18-19 May. Mobile internet services have been snapped in Srinagar. More details awaited. (Visuals deferred by unspecified time) pic.twitter.com/Sg9DEO7t8C
— ANI (@ANI) May 19, 2020
ଯାହା ଜଣାପଡ଼ିଛି, ସୋମବାର ମଧ୍ୟରାତ୍ରି(୧୮-୧୯ତାରିଖ)ରେ ଶ୍ରୀନଗରର କାନେମାଜର ନୱାକଡ଼ାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଖବର ପାଇ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ।