Road Accident: ବାଡ଼ମେରରେ ଭୟଙ୍କର ଦୁର୍ଘଟଣା, ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜସ୍ଥାନର ବାରମେରର ଗୁଡାମାଲାନିରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାଲୋତ୍ରାରା-ସିନ୍ଧାରୀ ମେଗା ହାଇୱେରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରଲର ଏବଂ ଏକ ସ୍କର୍ପିଓ ପରସ୍ପର ସହିତ ଧକ୍କା ହୋଇଥିଲା। ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ରହିଥିଲା ଯେ ଗାଡିରେ ଥିବା ଯାତ୍ରୀମାନେ ମଧ୍ୟ ଜଳ

Road Accident: ବାଡ଼ମେରରେ ଭୟଙ୍କର ଦୁର୍ଘଟଣା, ୪ ଜୀବନ୍ତ ଦଗ୍ଧ
Image Credit: ପ୍ରତିକାତ୍ମକ ଫଟୋ

About the Author