Antilia case: ମନସୁଖ ହିରେନଙ୍କ ମୃତ୍ୟୁ ବେଳେ ଉପସ୍ଥିତ ଥିଲେ Sachin Vaze

ମହାରାଷ୍ଟ୍ର ATS ର ଡକ୍ୟୁମେଣ୍ଟ ଏବଂ ପ୍ରମାଣ ଏହି ସବୁ ନାଟକର ତଥ୍ୟ ସ୍ପଷ୍ଟ ରଖୁଛି । ଏସବୁ ପ୍ରମାଣକୁ ଏବେ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ୫ ମାର୍ଚ୍ଚରେ ଥାଣେରର କଲୱା କ୍ରିକରେ ମନସୁଖ ହିରେନଙ୍କ ମୃତଦେହ ମିଳିଥିଲା।

Antilia case: ମନସୁଖ ହିରେନଙ୍କ ମୃତ୍ୟୁ ବେଳେ ଉପସ୍ଥିତ ଥିଲେ Sachin Vaze

About the Author