ଏହି ଦୁଇ ଖେଳାଳିଙ୍କୁ ପଡ଼ିଆରେ ଭୟ କରନ୍ତି କୁଲଦୀପ

ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ କିପର ମହେନ୍ଦ୍ର ସିଂ ଧୋନି ପାଖାପାଖି ବର୍ଷେ ହେବ କ୍ରିକେଟ ମୈଦାନରୁ ଦୁରେଇ ରହିଛନ୍ତି। ତେବେ ତାଙ୍କୁ ମନେ ପକାଇଛନ୍ତି ଭାରତର ବର୍ତ୍ତମାନ ଲେଗ ସ୍ପିନର କୁଲଦୀପ ଯାଦବ। କୁଲଦୀପ କହିଛନ୍ତି କି, ମାହି ଭାଇଙ୍କଠାରୁ ମୁଁ ଅନେକ କିଛି ରଣକୌଶଳ ଶିଖିବାକୁ ପାଇଛି। ମାହି ଓ୍ୱିକେଟ ପଛରେ ରହିଥିବା ସମୟରେ ମୁଁ ନିର୍ଭୟରେ ବୋଲ

ଏହି ଦୁଇ ଖେଳାଳିଙ୍କୁ ପଡ଼ିଆରେ ଭୟ କରନ୍ତି କୁଲଦୀପ

About the Author