MiG-21 Crashed: ଜୈସଲମେର୍ ନିକଟରେ IAF ର MiG-21 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ

Mig-21 Crashed in Jaisalmer: ବାୟୁସେନାର ମିଗ୍ 21 ଜୈସଲମେରର ସାମା ପୋଲିସ୍ ଷ୍ଟେସନ ଅଞ୍ଚଳର ବିଡା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି ।

MiG-21 Crashed: ଜୈସଲମେର୍ ନିକଟରେ IAF ର MiG-21 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ

About the Author