Assam Polygamy Bill: ଆସାମରେ ଦ୍ୱିତୀୟ ବିବାହ କଲେ ହେବ ୧୦ ବର୍ଷ ଜେଲ୍; ସରାକାର ପାସ୍ କଲେ ବିଲ୍

Assam Polygamy Bill: ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, "ହିନ୍ଦୁମାନେ ମଧ୍ୟ ବହୁବିବାହରୁ ମୁକ୍ତ ନୁହଁନ୍ତି। ଏହା ଆମର ମଧ୍ୟ ଦାୟିତ୍ୱ। ଏହି ବିଲ୍ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ସମସ୍ତ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବ।"

Assam Polygamy Bill: ଆସାମରେ ଦ୍ୱିତୀୟ ବିବାହ କଲେ ହେବ ୧୦ ବର୍ଷ ଜେଲ୍; ସରାକାର ପାସ୍ କଲେ ବିଲ୍
Image Credit: Assam Assembly Passes Polygamy Bill

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More