ମଣିପୁର: ଆସାମ ରାଇଫଲ୍ସ ଟ୍ରକ ଉପରେ ଆକ୍ରମଣ, ୨ ଯବାନ ସହିଦ

Ambush on Assam Rifles: ଶୁକ୍ରବାର ସନ୍ଧ୍ୟାରେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ ଜଣ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ମଣିପୁର: ଆସାମ ରାଇଫଲ୍ସ ଟ୍ରକ ଉପରେ ଆକ୍ରମଣ, ୨ ଯବାନ ସହିଦ
Image Credit: Ambush on Assam Rifles

About the Author