କୋରୋନା ଯୋଗୁଁ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ମୃତ୍ୟୁ, ପତ୍ନୀ ବି କୋଭିଡ-19 ପଜିଟିଭ

୬୦ ବର୍ଷୀୟ ଦାସଗୁପ୍ତ କୋଭିଡ-19ରେ ସଂକ୍ରମିତ ହୋଇଥିଲେ । ସେ ବଙ୍ଗଳାର ପ୍ରଥମ ଡାକ୍ତର ଯିଏ କୋରୋନା ଭାଇରସ୍ କାରଣରୁ ମୃତ୍ୟୁ ବରଣ କରିଛନ୍ତି ।

କୋରୋନା ଯୋଗୁଁ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ମୃତ୍ୟୁ, ପତ୍ନୀ ବି କୋଭିଡ-19 ପଜିଟିଭ

About the Author