Karoor Stampede: ଅଭିନେତା ବିଜୟଙ୍କ ରାଲି ଦଳାଚକଟା: ମୃତକଙ୍କ ସଂଖ୍ୟା ୩୯ ଛୁଇଁଲା, ଜାଣନ୍ତୁ ୫ ପ୍ରମୁଖ କାରଣ

ଚେନ୍ନାଇ: ଶନିବାର ସନ୍ଧ୍ୟାରେ ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ଏବେ ୩୯ରେ ପହଞ୍ଚିଛି। ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ପିଲା ଅଛନ୍ତି। କୁହାଯାଉଛି ଯେ ଦଳାଚକଟା ପୂର୍ବରୁ ବିଜୟଙ୍କ ରୋଡ୍ ଶୋ'ରେ ସବୁକିଛି ସ୍ୱାଭାବିକ ଥିଲା, କିନ୍ତୁ

Karoor Stampede: ଅଭିନେତା ବିଜୟଙ୍କ ରାଲି ଦଳାଚକଟା: ମୃତକଙ୍କ ସଂଖ୍ୟା ୩୯ ଛୁଇଁଲା, ଜାଣନ୍ତୁ ୫ ପ୍ରମୁଖ କାରଣ

About the Author