Baluch Army: ପାକିସ୍ତାନ ଉପରେ ବଲୁଚ ସେନାର ଆକ୍ରମଣ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି ବାଲୁଚ୍ ଲିବରେସନ୍ ଆର୍ମି। ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ବାଲୁଚ୍ ଲିବରେସନ୍ ଆର୍ମିର ମୁଖପାତ୍ର କହିଛନ୍ତି ଯେ ସେମାନେ ପାକିସ୍ତାନର ଏକ ସହରକୁ କବଜା କରିଛନ୍ତି। ବାଲୁଚ୍ ଆର୍ମି ଦାବି କରିଛି ଯେ ଏହା ବେଲୁଚିସ୍ତାନର କଳାଟ୍ ଡିଭିଜନରେ ଅବସ୍ଥିତ ସୁରବ ସହରକୁ କବଜା କରିଛି।

Baluch Army: ପାକିସ୍ତାନ ଉପରେ ବଲୁଚ ସେନାର ଆକ୍ରମଣ

About the Author