ଅକ୍ଟୋବରରେ ୨୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର କରି ନିଅନ୍ତୁ ଜରୁରୀ କାମ, ଏଠାରେ ଦେଖନ୍ତୁ ଛୁଟି ତାଲିକା

Bank Holidays October 2021: ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ବନ୍ଦ ରହିବ । ଯଦି ଆପଣଙ୍କୁ ଏହି ମାସରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଥାଏ, ତେବେ ପ୍ରଥମେ ଏହି ଛୁଟିଦିନ ଗୁଡ଼ିକର ତାଲିକା ଦେଖନ୍ତୁ ।

ଅକ୍ଟୋବରରେ ୨୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର କରି ନିଅନ୍ତୁ ଜରୁରୀ କାମ, ଏଠାରେ ଦେଖନ୍ତୁ ଛୁଟି ତାଲିକା
Image Credit: ପ୍ରତୀକାତ୍ମକ ଛବି

About the Author