ଖୁବ୍ ଶୀଘ୍ର ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍, ଟି-20 ବିଶ୍ୱକପର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ

ଚଳିତ ମାସରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଅଣ୍ଡର-19 ଏସିଆ କପ୍ (Under-19 Asia Cup) ପାଇଁ ବିସିସିଆଇ (BCCI) ୨୦ ଜଣିଆ ସଦସ୍ୟଙ୍କ ଏକ ଭାରତୀୟ ଦଳ ଘୋଷଣା କରିଛି ।

ଖୁବ୍ ଶୀଘ୍ର ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍, ଟି-20 ବିଶ୍ୱକପର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ

About the Author