ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ହଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଏହାର ଗୋଟିଏ କାରଣ ହେଉଛି କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ସେ ଘରୋଇ କ୍ରିକେଟ୍ ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିପାରିନଥିଲେ ।

ଏହି କାରଣରୁ ସବା କରିମଙ୍କୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେବାକୁ କୁହାଗଲା

About the Author