ଏହି ଦେଶରେ ହୋଇପାରେ ଆଇପିଏଲ

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ । ଆମେ ପରିସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛୁ । ଆମେ ଆମର ସମସ୍ତ ଅପ୍ସନ୍ ଖୋଲା ରଖିଛୁ । କିଛି ଦେଶ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହି ଦେଶରେ ହୋଇପାରେ ଆଇପିଏଲ

About the Author