PM Modiଙ୍କୁ ମିଳିଲା ଆଉ ଏକ ଆନ୍ତର୍ଜାତୀୟ ସମ୍ମାନ, ଏହି ଦେଶ ଦେଲା ନିଜର ସର୍ବୋଚ୍ଚ ନାଗରିକ ପୁରସ୍କାର

Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ଆନ୍ତର୍ଜାତୀୟ ସମ୍ମାନ ଯୋଗ ହୋଇଛି । ପଡୋଶୀ ଦେଶ ଭୁଟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ନଗଡାଗ ପେଲ ଖୋର୍ଲୋ (Ngadag Pel gi Khorlo) ସମ୍ମାନରେ ସମ୍ମାନିତ କରିଛି ।

PM Modiଙ୍କୁ ମିଳିଲା ଆଉ ଏକ ଆନ୍ତର୍ଜାତୀୟ ସମ୍ମାନ, ଏହି ଦେଶ ଦେଲା ନିଜର ସର୍ବୋଚ୍ଚ ନାଗରିକ ପୁରସ୍କାର

About the Author