କୋଲକାତା ଯାଉଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ଜୁଲାଇ ୧୯ ପର୍ଯ୍ୟନ୍ତ ମିଳିବନି କୌଣସି ଫ୍ଲାଇଟ୍

କୋଲକାତା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

କୋଲକାତା ଯାଉଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ଜୁଲାଇ ୧୯ ପର୍ଯ୍ୟନ୍ତ ମିଳିବନି କୌଣସି ଫ୍ଲାଇଟ୍

About the Author