• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଟ୍ୱିଟର ଉପରେ ସାଇବର ଆଟାକ୍, ବାରାକ ଓବାମାଙ୍କ ଟ୍ୱିଟର ହ୍ୟାକ

ଟ୍ୱିଟର ଉପରେ ସାଇବର ଆଟାକ୍, ବାରାକ ଓବାମାଙ୍କ ଟ୍ୱିଟର ହ୍ୟାକ

ଟ୍ୱିଟର ଉପରେ ଭୟଙ୍କର ଆକ୍ରମଣ...

Edited ByZee Odisha Desk
Published: Jul 16, 2020, 09:11 AM IST|Updated: Jul 16, 2020, 09:11 AM IST
joinshare
ଟ୍ୱିଟର ଉପରେ ସାଇବର ଆଟାକ୍, ବାରାକ ଓବାମାଙ୍କ ଟ୍ୱିଟର ହ୍ୟାକ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    2

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    3

    ଦିଲ୍ଲୀରେ ଆଜି କଂଗ୍ରେସ ଓ ସିଜେପିର ବିକ୍ଷୋଭ, କଡ଼ା ସୁରକ୍ଷା ମଧ୍ୟରେ ସହର

    4

    Cordelia Cruises: ୧୫୦୦ ଡ୍ରୋନ୍ ର ଆଲୋକରେ ଝଲସିଲା ପୂରା ମାୟାନଗରୀ,କର୍ଡେଲିଆ ସ୍କାଏରେ ମିଳିବ ଯ

    5

    Top 10 News Today: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼,ତୃତୀୟ ଟ୍ବି-୨୦

    ନୂଆଦିଲ୍ଲୀ: ଟ୍ୱିଟର ଉପରେ ବିଶ୍ୱର ସବୁଠାରୁ ବଡ଼ ଆଟାକ। ବିଶ୍ୱର ପ୍ରମୁଖ ତଥା ପ୍ରତିପତ୍ତିଶାଳୀ ବ୍ୟକ୍ତି ବିଶେଷଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ମିଳିଛି। ହ୍ୟାକର ମାନେ ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ୧ ହଜାର ଡଲାର ମାଗିଛନ୍ତି। ପ୍ରତିବଦଳରେ ଆକାଉଣ୍ଟଧାରୀଙ୍କୁ ୨ ହଜାର ଡଲାର ଦେବାକୁ ଦାବି କରିଛି। 

    ତେବେ ହ୍ୟାକ ହୋଇଥିବା ଆକାଉଣ୍ଟ ମଧ୍ୟରେ ପ୍ରତିପତ୍ତିଶାଳୀ ବ୍ୟକ୍ତିବିଶେଷ ରହିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସ, ଆମାଜନର କୋ-ଫାଉଣ୍ଡର ଜେଫ ବେଜୋସ, ଏପଲ, ଏଲନ ମାସ୍କ, ଆମେରିକୀୟ ନେତା ଜୋ ବିଡେନ ପ୍ରମୁଖଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ରହିଛି। 

    ସେପଟେ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବା ପରେ ବିଟ କଏନରେ ପ୍ରମୋସନ ସହିତ ଜଡ଼ିତ କିଛି ମେସଜ ଛାଡ଼ିଥିବା ଦେଖିବାକୁ ମିଳିଛି। ହ୍ୟାକର ଟ୍ୱିଟର ଆକାଉଣ୍ଟରେ ଏକ ଲିଙ୍କ ଛାଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଲିଙ୍କରେ ବିଟ କଏନ ନେଣଦେଣ ସମ୍ପର୍କିତ ତଥ୍ୟ ରହିଥିବା ଦେଖିବାକୁ ମିଳିଛି। ତେବେ କିଛି ସମୟ ମଧ୍ୟରେ ଉକ୍ତ ମେସେଜକୁ ମଧ୍ୟ ଡିଲିଟ କରିଦେଇଥିବା ସୂଚନା ରହିଛି। ସାମୟିକ ସମୟ ପାଇଁ ଟ୍ୱିଟର ପକ୍ଷରୁ ଏହି ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। 

    Add Zee News as a Preferred Source
    TAGS:
    Twitter Hack
    apple
    Bill Gates
    Barack Obama
    Bit Coin
    cyber attack