ବିହାରରେ ଜୁନ ୯ରୁ ଅମିତ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ

ସେ କହିଛନ୍ତି ଯେ, ଏହି ଭର୍ଚୁଆଲ୍ ସଭା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆମର ଲକ୍ଷ୍ୟ ହେଉଛି ରାଜ୍ୟର ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତି କମରେ ଏକ ଲକ୍ଷ ଲୋକଙ୍କୁ ଏହି ଭର୍ଚୁଆଲ୍ ମିଟିଂରେ ସାମିଲ କରିବା ।

ବିହାରରେ ଜୁନ ୯ରୁ ଅମିତ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ

About the Author