ବିହାର ନିର୍ବାଚନ: ପ୍ରଥମ ରାଉଣ୍ଡ ଗଣତିରେ ଏନ୍‍ଡିଏ ଆଗୁଆ

ବିହାର ନିର୍ବାଚନରେ ଆରମ୍ଭ ହୋଇଛି ଭୋଟ ଗଣତି। ବିଧାନସଭାର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଗତ ୧୧ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଆଜି ଗଣତି ଚାଲିଛି। ଏବେ ସମୁଦାୟ ୧୩୬ଟି ଆସନରେ ଫଳାଫଳର ଟ୍ରେଣ୍ଡ ସାମ୍ନାକୁ ଆସୁଛି। ଯେଉଁଥିରୁ ଏନ୍‍ଡିଏ ୭୧ଟି ଆସନରେ

 ବିହାର ନିର୍ବାଚନ: ପ୍ରଥମ ରାଉଣ୍ଡ ଗଣତିରେ ଏନ୍‍ଡିଏ ଆଗୁଆ

About the Author