‘ପଲ୍ଟୁ ରାମ’ଙ୍କୁ ବିହାରର ଭରସା: ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ବିହାର ଜନତାଙ୍କ ପସନ୍ଦିତ ଚରିତ୍ର

ଦିନେ ତାଙ୍କୁ ‘ପଲୁଟୁ ରାମ’ କହି ମିଡିଆରେ ସମାଲୋଚନା କରାଯାଉଥିଲା। ହେଲେ ସେ ବାସ୍ତବରେ ତୃଣମୂଳସ୍ତରରର ବିହାରୀଙ୍କ ପାଇଁ ଆଦର୍ଶ। ବୟସ ବଢ଼ିଲେ ବି ତାଙ୍କ କଥାରେ ବିହାର ଲୋକେ ବିଶ୍ୱାସ କରନ୍ତି। ଏହା ପୁଣିଥରେ ପ୍ରମାଣିତ ହୋଇଛି ୨୦୨୫ ବିଧାନସଭା ନିର୍ବାଚନରେ। ନିତିଶଙ୍କ ନେତୃତ୍ୱାଧୀନ ଏନ୍‍ଡିଏକୁ ଅଭୁତପୂର୍ବ ସଫଳତା ମିଳିବାକୁ ଯାଉଛି। ପୁ

‘ପଲ୍ଟୁ ରାମ’ଙ୍କୁ ବିହାରର ଭରସା: ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ବିହାର ଜନତାଙ୍କ ପସନ୍ଦିତ ଚରିତ୍ର

About the Author