ବିହାରର ୯୯.୮% ଭୋଟର SIR ରେ ହେଲେ ସାମିଲ, ବଳକା ତାଲିକାକୁ ୧୨ ରାଜନୈତିକ ଦଳ ସହ ସେୟାର କଲା ECI

Bihar Special Intensive Revision: ନିର୍ବାଚନ କମିଶନ କହିଛନ୍ତି ଯେ ୭.୨୩ କୋଟି ଭୋଟରଙ୍କ ଫର୍ମ ଗ୍ରହଣ କରାଯାଇଛି ଓ ସେଗୁଡ଼ିକୁ ଡିଜିଟାଇଜେସନ୍ କରାଯାଇଛି। ଏହି ସମସ୍ତ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଅବଶିଷ୍ଟ ଭୋଟରଙ୍କ ଫର୍ମର ଡିଜିଟାଇଜେସନ୍ ଏବଂ BLO ରିପୋର୍ଟ ମଧ୍ୟ ଅଗଷ୍ଟ ୧ ସୁଦ୍ଧା ସମାପ୍ତ ହେବ।

ବିହାରର ୯୯.୮% ଭୋଟର SIR ରେ ହେଲେ ସାମିଲ, ବଳକା ତାଲିକାକୁ ୧୨ ରାଜନୈତିକ ଦଳ ସହ ସେୟାର କଲା ECI
Image Credit: Bihar Special Intensive Revision

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More