Bye Election: ଜମ୍ମୁ କାଶ୍ମୀର ଉପନିର୍ବାଚନ: ଗୋଟିଏ ଆସନରେ ବିଜେପିର ବଡ଼ ବିଜୟ

ଜମ୍ମୁ କାଶ୍ମୀରର ନାଗ୍ରୋଟା ଆସନ ପାଇଁ ହୋଇଥିବା ବିଧାନସଭା ଉପନିର୍ବାଚନରେ ​​ବିଜେପି ବିଜୟୀ ହୋଇଛି। ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିଛନ୍ତି। ବିଜେପିର ଦେବ୍ୟାନୀ ରାଣା ୨୪,୬୪୭ ଭୋଟରେ ବିଜୟୀ ହୋଇଛନ୍ତି। ମୋଟ ୪୨,୩୫୦ ଭୋଟ ପାଇଛନ୍ତି। ହର୍ଷ ଦେବ ସିଂହ (ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟି ଇଣ୍ଡିଆ) ୧୭,୭୦୩ ଭୋଟ ସହିତ ଦ୍ୱିତୀୟ ସ

Bye Election: ଜମ୍ମୁ କାଶ୍ମୀର ଉପନିର୍ବାଚନ: ଗୋଟିଏ ଆସନରେ ବିଜେପିର ବଡ଼ ବିଜୟ

About the Author