Bolivia Plane Crash: ବୋଲିଭିଆରେ ଭୟଙ୍କର ପ୍ଲେନ କ୍ରାସ...୧୫ ଜଣଙ୍କ ମୃତ୍ୟୁ ସହ ୩୦ ଆହତ

Bolivia Plane Crash: ବିମାନବନ୍ଦର ବାହାରେ ବିପୁଳ ପରିମାଣର ଟଙ୍କା ଛିନ୍ନଛତ୍ର ହୋଇ ପଡ଼ିଥିଲା ​​ଏବଂ ଶହ ଶହ ଲୋକ ଏହାକୁ ସଂଗ୍ରହ କରିବା ପାଇଁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ଦଙ୍ଗା ବିରୋଧୀ ଉପକରଣ ବ୍ୟବହାର କରିବାକୁ ପଡିଥିଲା।

Bolivia Plane Crash: ବୋଲିଭିଆରେ ଭୟଙ୍କର ପ୍ଲେନ କ୍ରାସ...୧୫ ଜଣଙ୍କ ମୃତ୍ୟୁ ସହ ୩୦ ଆହତ

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
 

Read More