BSNL ଗ୍ରାହକଙ୍କୁ ଜୁଲାଇ ପର୍ଯ୍ୟନ୍ତ ମିଳିବ '5 ପେ 6' ପଇସା କ୍ୟାସବ୍ୟାକ୍ ଅଫର

ରାଷ୍ଟ୍ରାୟତ୍ତ ଟେଲିକମ୍ ଅପରେଟର ଏହାର ବ୍ରଡବ୍ୟାଣ୍ଡ ଓ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ ଅତି କମରେ ୫ ମିନିଟର ଲମ୍ବା ଭଏସ୍ କଲ କରିବା ପାଇଁ ୬ ପଇସାର କ୍ୟାସବ୍ୟାକ୍ ପ୍ରଦାନ କରୁଛି । ଏହା ପୂର୍ବରୁ ଏହି ଅଫର ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

BSNL ଗ୍ରାହକଙ୍କୁ ଜୁଲାଇ ପର୍ଯ୍ୟନ୍ତ ମିଳିବ '5 ପେ 6' ପଇସା କ୍ୟାସବ୍ୟାକ୍ ଅଫର

About the Author