IRCTC ୱେବସାଇଟ୍ ଖୋଲିବା ମାତ୍ରେ ବମ୍ପର ବୁକିଂ, ଅଢ଼େଇ ଘଣ୍ଟାରେ ବିକ୍ରି ହେଲା ୪ ଲକ୍ଷ ଟିକେଟ

ଆଗାମୀ ଦିନରେ ରେଳବାଇ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରେଳ ୱେବସାଇଟ୍ ଏବଂ ଆପ୍ ବ୍ୟତୀତ ୧.୭ ଲକ୍ଷ ସେବା କେନ୍ଦ୍ରରୁ ଏହି ୨୦୦ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରାଯାଇ ହେବ ।

IRCTC ୱେବସାଇଟ୍ ଖୋଲିବା ମାତ୍ରେ ବମ୍ପର ବୁକିଂ, ଅଢ଼େଇ ଘଣ୍ଟାରେ ବିକ୍ରି ହେଲା ୪ ଲକ୍ଷ ଟିକେଟ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author