Cabinet Meeting: କୃଷକମାନଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର, PMDDKY ଯୋଜନାକୁ କ୍ୟାବିନେଟ୍ କଲା ଅନୁମୋଦନ

Modi Cabinet Meeting:'ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା'କୁ ଅନୁମୋଦନ କରି ମୋଦି ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏହା ଅଧୀନରେ ପ୍ରତିବର୍ଷ ୨୪ ହଜାର କୋଟି ଟଙ୍କା ସହିତ ୧୦୦ଟି ଜିଲ୍ଲାରେ କୃଷି ସଂସ୍କାର କରାଯିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା।

Cabinet Meeting: କୃଷକମାନଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର, PMDDKY ଯୋଜନାକୁ କ୍ୟାବିନେଟ୍ କଲା ଅନୁମୋଦନ
Image Credit: କୃଷକମାନଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More