ଜମ୍ମୁ-କଶ୍ମୀରରେ ବିଜେପି-ପିଡିପି ସରକାରରେ ହୋଇଛି ୧୦ ହଜାର କୋଟି ଟଙ୍କାର ହେରଫେର ! CAG ରିପୋର୍ଟରେ ଖୁଲାସା

ଜମ୍ମୁ-କଶ୍ମୀରର ଆର୍ଥିକ ସଞ୍ଚାଳନର ଯାଞ୍ଚ କରିବା ପରେ ସଂସଦରେ ଉପସ୍ଥାପନ କରାଯାଇଥିବା CAG ରିପୋର୍ଟ ହେଉଛି ଆର୍ଥିକ ବର୍ଷ ୨୦୧୭-୧୮ର, ଏହି ସମୟରେ ବିଜେପି-ପିଡିପିର ମିଳିତ ମେଣ୍ଟ ସରକାର ରାଜ୍ୟରେ ଶାସନ କରୁଥିଲେ ।

ଜମ୍ମୁ-କଶ୍ମୀରରେ ବିଜେପି-ପିଡିପି ସରକାରରେ ହୋଇଛି ୧୦ ହଜାର କୋଟି ଟଙ୍କାର ହେରଫେର ! CAG ରିପୋର୍ଟରେ ଖୁଲାସା

About the Author