କ'ଣ ଆପଣ ଏହି ଫଟୋରୁ ଖୋଜି ପାରିବେ କି ବିଲେଇ ?

ଫଟୋ ସେୟାର କରି ପାଣ୍ଡେ ଲେଖିଛନ୍ତି ଯେ, "ବିଲେଇକୁ ଫ୍ରେମରେ ଖୋଜନ୍ତୁ । ଯଦିଓ ଏହା ଜଙ୍ଗଲରେ କ୍ୱଚିତ୍ ଦେଖାଯାଏ । ଫିସିଂ ବିଲେଇମାନେ ଜଳାଶୟ ନିକଟରେ ରହିବାକୁ ପସନ୍ଦ କରନ୍ତି ।" ଏହି ଫଟୋ ହିମାଳୟର ସମତଳ ଅଞ୍ଚଳ ବା ତେରାଇ ଅଞ୍ଚଳରେ କ୍ଲିକ୍ କରାଯାଇଛି ।

କ'ଣ ଆପଣ ଏହି ଫଟୋରୁ ଖୋଜି ପାରିବେ କି ବିଲେଇ ?
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ Twitter/ Ramesh Pandey IFS

About the Author