କ'ଣ ଆପଣ କହି ପାରିବେ କି ଏହି ଫଟୋରେ କେଉଁ ପଶୁ ଦେଖାଯାଉଛି ?

ଅନେକ ଲୋକ ଅନୁମାନ କରିବାରେ ଚେଷ୍ଟା କରିଥିଲେ ଏବଂ ସେମାନଙ୍କର ପ୍ରତିକ୍ରିୟା ଲାଙ୍ଗୁର ଠାରୁ ଆରମ୍ଭ କରି ଶିମ୍ପାଞ୍ଜି, ଗୋରିଲା ପର୍ଯ୍ୟନ୍ତ ଥିଲା । କିନ୍ତୁ ସମସ୍ତେ ଭୁଲ୍ ଉତ୍ତର ଦେଇଥିଲେ ।

କ'ଣ ଆପଣ କହି ପାରିବେ କି ଏହି ଫଟୋରେ କେଉଁ ପଶୁ ଦେଖାଯାଉଛି ?

About the Author