କୋରୋନା ନେଲା ଆଉ ଜଣେ ଯବାନଙ୍କ ଜୀବନ

ସିଆଇଏସ୍ଏଫ୍ କର୍ମଚାରୀଙ୍କ ମୃତ୍ୟୁ ପରେ ଅର୍ଦ୍ଧସାମରିକ ବଳରେ କୋରୋନା କାରଣରୁ ମୃତ୍ୟୁବରଣ କରିଥିବା ଯବାନଙ୍କ ସଂଖ୍ୟା ୪ ପହଞ୍ଚିଛି । ଏହାପୂର୍ବରୁ କୋରୋନା ଯୋଗୁଁ ସିଆରପିଏଫରେ ଜଣେ ଓ ବିଏସ୍ଏଫରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।

କୋରୋନା ନେଲା ଆଉ ଜଣେ ଯବାନଙ୍କ ଜୀବନ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author