ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଅଧୀନରେ ଜଳ ସଂରକ୍ଷଣ, ଜଳ ପୁର୍ନଭରଣ ଏବଂ ଜଳସେଚନ କାର୍ଯ୍ୟ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂ-ସମ୍ବଳ ବିଭାଗର ଯୋଜନା ସହିତ ସମ୍ମିଶ୍ରଣ ଉପରେ ଧ୍ୟାନ ଦେବା ଉଚିତ୍ ।

ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା

About the Author