ଆଉ ଦୁଇଟି କମ୍ପାନୀକୁ ବିକିବେ ସରକାର

ମନିଟାଇଜେସନ ତାଲିକାରେ ଖଣୀଜ ସମ୍ପଦ ସାମିଲ ହୋଇଛି। ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଖୁବଶୀଘ୍ର ଦୁଇଟି ରାଷ୍ଟ୍ରାୟତ ଖଣିଜ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର କରିବେ ବା ଘରୋଇ କରଣ କରିବେ।

ଆଉ ଦୁଇଟି କମ୍ପାନୀକୁ ବିକିବେ ସରକାର
Image Credit: ଡିଜାଇନ୍ ଫଟୋ

About the Author