CDS Anil Chuahan: ବଢିଲା CDS ଅନୀଲ ଚୌହାନଙ୍କ କାର୍ଯ୍ୟକାଳ

CDS Anil Chuahan: କେନ୍ଦ୍ର ସରକାର ଚିପ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନୀଲ୍ ଚୌହାନ୍ ଙ୍କ କାର୍ଯ୍ୟକାଳ ବଢାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଂଜୁରୀ ଦେଇଛନ୍ତି।

CDS Anil Chuahan: ବଢିଲା CDS ଅନୀଲ ଚୌହାନଙ୍କ କାର୍ଯ୍ୟକାଳ

About the Author