ମୁଣ୍ଡ ନୁଆଁଇଲା ଚୀନ, ସୀମାରୁ ଦୁଇ କିମି ପଛକୁ ଘୁଞ୍ଚାଇଲା ସେନା

ଆକ୍ରମଣର ଧମକ ଦେଉଥିବା ଚୀନୀ ସେନା ଶେଷରେ ପଛକୁ ଘୁଞ୍ଚିଛି। ଭାରତର କଡ଼ା ପଦକ୍ଷେପ ଓ ପ୍ରବଳ ଚାପ କାରଣରୁ ପରିଶେଷରେ ପଛକୁ ଘୁଞ୍ଚିବାକୁ ବାଧ୍ୟ ହୋଇଛି ଚୀନ। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଚୀନୀ ସେନା ଗଲଓ୍ୱାନ ଘାଟି ଠାରୁ ୨ କିଲୋମିଟର ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି। ୧୫ ଜୁନରେ ଏହି ଘଟଣା ପରେ ଚୀନ୍ ପିପୁଲ୍ସ ଲିବର

ମୁଣ୍ଡ ନୁଆଁଇଲା ଚୀନ, ସୀମାରୁ ଦୁଇ କିମି ପଛକୁ ଘୁଞ୍ଚାଇଲା ସେନା

About the Author