ହଜମ ହେଲାନି ସତ, WIONର ୱେବସାଇଟକୁ ବ୍ଲକ କଲା ଚୀନ

ଚୀନରେ ଇଣ୍ଟରନେଟର ମନିଟରିଂ କରୁଥିବା ସଂସ୍ଥା GreatFire.org କହିଛି, WIONକୁ ଚୀନରେ ସମ୍ପୂର୍ଣ୍ଣ ଭାବେ ବ୍ଲକ କରିଦିଆଯାଇଛି ।

ହଜମ ହେଲାନି ସତ, WIONର ୱେବସାଇଟକୁ ବ୍ଲକ କଲା ଚୀନ

About the Author