କୋରୋନା ସଙ୍କଟରେ ସହାୟତାର ହାତ ବଢ଼ାଇଲା ଚୀନ, ଭାରତକୁ ପଠାଇଲା ୬ ଲକ୍ଷ ୫୦ ହଜାର ମେଡିକାଲ କିଟ୍

ଚାଇନାରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶରୀ ସୂଚନା ଦେଇଛନ୍ତି ଯେ ରାପିଡ ଆଣ୍ଟିବଡି କିଟ୍ ଓ ଆରଏନଏ ନିଷ୍କାସନ କିଟ୍ ସମେତ ମୋଟ ୬,୫୦,୦୦୦ କିଟ୍ ଆଜି ଗୁଆନଝୋଉ ବିମାନବନ୍ଦରରୁ ଭାରତକୁ ପଠାଯାଇଛି ।

କୋରୋନା ସଙ୍କଟରେ ସହାୟତାର ହାତ ବଢ଼ାଇଲା ଚୀନ, ଭାରତକୁ ପଠାଇଲା ୬ ଲକ୍ଷ ୫୦ ହଜାର ମେଡିକାଲ କିଟ୍
Image Credit: ପ୍ରତୀକାତ୍ମକ ଫଟୋ

About the Author