ବିଦେଶୀ ନିବେଶ ଦେଶ ଛାଡ଼ି ଯିବାର ରିପୋର୍ଟକୁ ଖାରଜ କଲା ଚାଇନା

ଜାନୁଆରୀରେ ପ୍ରକାଶିତ UNCTADର "ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ଟ୍ରେଣ୍ଡସ୍ ମନିଟର"(Global Investment Trends Monitor)ର ରିପୋର୍ଟରେ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ଚାଇନା ବିଶ୍ୱରେ ଦ୍ୱିତୀୟ ଏବଂ ବିକାଶଶୀଳ ଦେଶମାନଙ୍କରେ ପ୍ରଥମ ସ୍ଥାନରେ ରହିଛି ।

ବିଦେଶୀ ନିବେଶ ଦେଶ ଛାଡ଼ି ଯିବାର ରିପୋର୍ଟକୁ ଖାରଜ କଲା ଚାଇନା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author