ଏହି ଦୀପାବଳିରେ ଚୀନକୁ ଲାଗିବ ବଡ଼ ଝଟକା ! ୪୦ ହଜାର କୋଟି ଟଙ୍କାର ହେବ କ୍ଷତି

ଦୀପାବଳିରେ ଅଧିକାଂଶ ସାମଗ୍ରୀ ଚାଇନାରୁ ଆସିଥାଏ । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଚୀନରୁ ଘର-ଅଫିସ୍ ସାଜସଜ୍ଜା ସାମଗ୍ରୀ ସମେତ ଦୀପାବଳୀରେ ହେଉଥିବା ପୂଜାରେ ସାମିଲ ସମସ୍ତ ସାମଗ୍ରୀ ବର୍ତ୍ତମାନ ଆସିବାରେ ଲାଗିଛି ।

ଏହି ଦୀପାବଳିରେ ଚୀନକୁ ଲାଗିବ ବଡ଼ ଝଟକା ! ୪୦ ହଜାର କୋଟି ଟଙ୍କାର ହେବ କ୍ଷତି

About the Author