ଆଜି ଏକାଠି ହେବେ ବିରୋଧୀ, ସରକାରଙ୍କ କୋରୋନା ନୀତି ଉପରେ ହେବ ଆଲୋଚନା

ମହାମାରୀ କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତା ଲୋକଙ୍କ ସମ୍ମୁଖକୁ ଆଣିବା ପାଇଁ ଆଜି କଂଗ୍ରେସ ନେତୃତ୍ୱରେ ଦେଶର ୧୮ରୁ ଉର୍ଦ୍ଧ୍ୱ ରାଜନୈତିକ ଦଳ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବା ପାଇଁ ପ୍ରସ୍ତୁତ ହେବେ ।

ଆଜି ଏକାଠି ହେବେ ବିରୋଧୀ, ସରକାରଙ୍କ କୋରୋନା ନୀତି ଉପରେ ହେବ ଆଲୋଚନା
Image Credit: ଫାଇଲ ଫଟୋ

About the Author