ପୁଣି ପିଏମ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ, ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ସୋନିଆ ଗାନ୍ଧୀ ଲେଖିଛନ୍ତି, 'ଲକ୍ ଡାଉନ୍ ଯୋଗୁଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହା ଦୁଃଖର ବିଷୟ ଯେ ଭାରତ ପାଖରେ ଏତେ ପରିମାଣର ଖାଦ୍ୟ ଶସ୍ୟ ଅଛି, ବିଶେଷ କରି ଏହି ମହାମାରୀ ଭଳି ପରିସ୍ଥିତିର ମୁକାବିଲା ପାଇଁ । ମୁଁ ଆପଣଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି ଯେଉଁଥିରେ ଆପଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବାକୁ ଘୋଷଣା କରିଛନ୍ତି ।

ପୁଣି ପିଏମ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ, ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

About the Author