କଂଗ୍ରେସ ନେତା ସଞ୍ଜୟ ଝାଙ୍କୁ କୋରୋନା

ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି, ଆପଣଙ୍କୁ ଶୀଘ୍ର ସୁସ୍ଥ ହେବାର କାମନା । ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି ନାହିଁ ମୋତେ ଜଣାନ୍ତୁ । ଉଲ୍ଲେଖନୀୟ କଥା ହେଉଛି, ପ୍ରିୟଙ୍କା ବିଗତ କିଛି ମାସ ପୂର୍ବେ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ ।

କଂଗ୍ରେସ ନେତା ସଞ୍ଜୟ ଝାଙ୍କୁ କୋରୋନା

About the Author