ଦିଲ୍ଲୀରେ ୧୪ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଅନ୍ୟପକ୍ଷେ ଲକଡାଉନ୍ ସତ୍ତ୍ୱେ ଦେଶରେ କୋରୋନା ଭୂତାଣୁଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାରରୁ ଅଧିକ ପହଞ୍ଚିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ମେ ୨୫ ସୋମବାର ଦେଶରେ ସର୍ବାଧିକ ସଂଖ୍ୟକ କୋଭିଡ-19 ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୯୭୭ ନୂତନ ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମଣ ମାମଲା ୧ ଲକ୍ଷ ୩୮ ହଜାର ୮୪୫କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ ୧୪ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

About the Author