ମୁମ୍ୱାଇର ଆର୍ଥର ରୋଡ ଜେଲରେ ଆହୁରି ୮୧ କଏଦୀଙ୍କୁ କୋରୋନା

ମୁମ୍ବାଇର ଆର୍ଥର ରୋଡ ଜେଲରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି । ଆର୍ଥର ରୋଡ ଜେଲରେ ନୂତନ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ନୂତନ ରୋଗୀ ଜେଲରେ ବନ୍ଦୀ ଅଛନ୍ତି । ଆର୍ଥର ରୋଡ ଜେଲରେ ଥିବା ୮୧ ଜଣ କଏଦୀଙ୍କ ରିପୋର୍ଟ ବର୍ତ୍ତମାନ କୋରୋନା ପଜିଟିଭ ବୋଲି ବୋଲି ଜଣାପଡିଛି ।

ମୁମ୍ୱାଇର ଆର୍ଥର ରୋଡ ଜେଲରେ ଆହୁରି ୮୧ କଏଦୀଙ୍କୁ କୋରୋନା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author