ମହାରାଷ୍ଟ୍ରରେ କୋରୋନା ତାଣ୍ଡବ: ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୬ ହଜାର, କେବଳ ମୁମ୍ୱାଇରେ ୨୪ ଘଣ୍ଟାରେ ୫୫୨ ନୂଆ ମାମଲା

ଅନ୍ୟପକ୍ଷରେ, ଏସିଆର ସବୁଠୁ ବଡ ବସ୍ତି ମୁମ୍ବାଇର ଧରାବୀରେ ବୁଧବାର ଦିନ ୨୫ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି ପାଇଛି । ଏଥି ସହିତ ଧରାବୀରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି ।

 ମହାରାଷ୍ଟ୍ରରେ କୋରୋନା ତାଣ୍ଡବ: ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୬ ହଜାର, କେବଳ ମୁମ୍ୱାଇରେ ୨୪ ଘଣ୍ଟାରେ ୫୫୨ ନୂଆ ମାମଲା

About the Author