Corona Updates: ବଢ଼ୁଛି କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର୍‍

ଭୁବନେଶ୍ୱର: ଦନ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ଦେଶରେ ରିପୋର୍ଟ ହୋଇଥିବା ନୂତନ ସଂକ୍ରମଣକୁ ହିସାବ କରି ଏହି ବିବରଣୀ ପ୍ରସ୍ତୁତ କରାଯାଇଛି। ଏହି ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ କେରଳର

Corona Updates: ବଢ଼ୁଛି କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର୍‍

About the Author